ଦେବୀ ଭଟ୍ଟାରିକା ଇତିହାସ
ଦେବୀ ଭଟ୍ଟାରିକା ଇତିହାସ
ଇତିହାସ ଅନୁଯାୟୀ ପୁରୀ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ହଟ୍ଟ ଓ ମଲ୍ଲ ନାମକ ଦୁଇଭାଇ ଏଠାରେ ଶଙ୍କ ଓ ମହୁରୀ ନାମକ ଦୁଇ ଗ୍ରାମ ବସାଇଥିଲେ । କାଳକ୍ରମେ ଏହି ଦୁଇଗାଁ ମିଶି ଏବେ ଶଙ୍ଖାମେରି ହୋଇଛି । ଦୁଇଭାଇ ନିଜର ଗଡ଼ ତିଆରି କରିବା ନିମନ୍ତେ ସ୍ଥାନ ସନ୍ଧାନ କଲାବେଳେ, ଗୋଟିଏ ଶବରଙ୍କ ଦଖଲରେ ଥିବା ଗୋଟିଏ ଜାଗାରେ ଅଲୌକିକ ଘଟଣା ଦେଖି ଜାଣିଲେ ଯେ ତାହା ହିଁ ବୀରମାଟି, ଗଡ଼ ନିର୍ମାଣ ନିମନ୍ତେ ଉପଯୁକ୍ତ ସ୍ଥାନ । କିନ୍ତୁ ଶବର ନିଜର ଆସ୍ଥାନ ଖାଲି କରିବାକୁ ପ୍ରସ୍ତୁତ ନଥିଲେ । ତେଣୁ ଦୁଇଭାଇ ଯୁଦ୍ଧ କଲେ, ଯୁଦ୍ଧରେ ଶବରଙ୍କ ମୃତ୍ୟୁ ପରେ ଶବରୀଙ୍କ ସହ ମଧ୍ୟ ଯୁଦ୍ଧ କଲେ । ଶବରୀ ମଧ୍ୟ ହାରିଲେ, ମୃତ୍ୟୁ ପୂର୍ବରୁ ସେ ଦୁଇଭାଇଙ୍କୁ ଖାରୋଡ଼ର ମହାକାଳୀ ଓ ମାଭଟ୍ଟାରିକାଙ୍କୁ ପୂଜା କରିବାକୁ ଉପଦେଶ ଦେଲେ । ଏହା ପରେ ଦୁଇଭାଇ ସେଠରେ ମାଙ୍କ ମନ୍ଦିର ନିର୍ମାଣ କରିଥିଲେ । ଭଟ୍ଟାରିକାଙ୍କ ଏକ ନାମ ବୃହଦମ୍ବା, ଅନୁସାରେ ସେମାନେ ନିଜର ରାଜ୍ୟକୁ ନାମିତ କରିଥିଲେ, ପରେ ତାହା ଅପଭ୍ରଂଶ ହୋଇ ବଡ଼ମ୍ବା ହୋଇଅଛି ।
ଦେବୀ ଭଟ୍ଟାରିକା….
ଏହି ଦେବୀପୀଠ ଶାକ୍ତ ଓ ଶୈବ ଧର୍ମର ସମ୍ମିଳିତ ଉପାସନା କ୍ଷେତ୍ରରୂପେ ବିଦିତ । ରାଜା ପର୍ଶୁରାମ ନିଜ ତୀରମୁନରେ ପ୍ରସ୍ତର ଖୋଦେଇ କରି ଶକ୍ତିସ୍ୱରୂପିଣୀ ମହାମାୟା ମା’ଭଟ୍ଟାରିକାଙ୍କ ମୂର୍ତ୍ତି ଗଢ଼ି ପୂଜା କରିଥିଲେ, ତେଣୁ ଏହି ଶକ୍ତିପୀଠକୁ ପର୍ଶୁରାମପୀଠ କୁହାଯାଏ ଏବଂ ମା’ଙ୍କୁ ଭକ୍ତମାନେ ଅଭୟ ବରଦାୟିନୀଭାବେ ପୂଜାକରିଥା’ନ୍ତି । କିମ୍ବଦନ୍ତୀ ଅନୁସାରେ, ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିବା ନିମନ୍ତେ ପର୍ଶୁରାମ ମା ଭଟ୍ଟାରିକାଙ୍କୁ ପ୍ରାର୍ଥନା କରି ତାଙ୍କଠାରୁ ବରଲାଭ କରିଥିଲେ । ବିଷ୍ଣୁକଳା ପ୍ରାପ୍ତି ପାଇଁ ମା ତାଙ୍କୁ କଣ୍ଟିଲୋର ପଦ୍ମକ୍ଷେତ୍ରରେ ନୀଳମାଧବଙ୍କୁ ପୂଜା କରିବାଲାଗି ଉପଦେଶ ଦେବା ସହ ସହସ୍ରାର୍ଜୁନ ନିଧନ ନିମନ୍ତେ ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ । ପୁରାଣ ଅନୁସାରେ ପର୍ଶୁରାମ ସହସ୍ରାର୍ଜୁନଙ୍କଠାରୁ ପରାଜିତ ହେଲାପରେ ମା ଦୁର୍ଗାଙ୍କୁ ପୂଜା କରିବା ପରେ ସେ ପର୍ଶୁରାମଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ବିଜେ ହୋଇ ତାଙ୍କୁ ରକ୍ଷା କରିଥିଲେ ।
ଏଠାରେ ଦେବୀଙ୍କୁ ରନ୍ଧା ମାଛଭୋଗ ଅର୍ପଣ କରାଯାଇଥାଏ
Bhattarika Temple
Bhattarika Temple Shakti Peetha odisha
Maa Bhattarika is one of the most famous temple of cuttack, odisha which is situated near Athagarh, Badamba on the bank of mahanadi river. Maa Bhattarika temple is surrounded by the magnificent view of the river and the beautiful range of Ratnagiri mountains. Here maa Bhattarika worshiped as a demonstration of Shakti(Shakti Peetha). It’s like a mini trek to the highest point of the mountains with small temples and caves on the way.
Read MoreHow to reach
u003cstrongu003eu003cuu003eNearest Attraction:-u003c/uu003eu003c/strongu003e
DeoJhar waterfall (30 km)
kantilo Nilamadhav(39 km)
Ladubaba,Sarankul(80 km)
Ansupa Lake (51 km)
Bhattarika picnic spot
Bhattarika Temple view point
From Bhubaneswar or Cuttack attaining Bhatariak.
Another street from Bhubaneswar is , take Nandankanan street and attain Mundali bridge. Then journey on Athagada Narshinghpur – Badamba street. At Gopalpur Chowk you’ll see Bahriak gate. By this street the space from Bhubaneswar to Bhattrika temple might be ninety five KM
Another street is from Bhubaneswar you may journey to Khurda , Baghamari, Kantilo after which attain Rajkiari Junction. Then comply with the route given above to attain temple.
In this street distance From Bhubaneswar to the temple might be round a hundred twenty five KM.
By this street you may go to Kantilo Nilamadhab temple.
Bhattarika temple is at the bottom of hill Ratnagiri and simply with the aid of using the facet of river Mahanadi. Here Mahanadi river water circulation hits the immediately financial institution and takes flip so quite risky for swimming mainly at some stage in wet seasons. There are one of a kind water ranges marked in one of a kind years. During flood in river Mahanadi water enters into the primary temple complex. Local monks of the temple shift the statue to better vicinity at the hill in the back of the temple and retain with the day by day rituals.
From Bhattarika temple you may see ( distance view of ) Kantilo Nilamadhab temple positioned at different facet of the river Mahanadi.
Mahanadi River with the aid of using the facet of Bhattarika Temple
Events and celebrations
Pana Sankrati is taken into consideration to be auspicious day right here. All tuesdays of Chaitra month of Lunar Calendar ( falls in March – April ) devotees go to temple for Darshan of Goddess Bhattrika. Bhattarika Devi mantra
Accommodation
Odisha tourism improvement corporation panthanivas is to be had close to the temple. This is the best lodging to be had close to the temple. Usually devotes go to temple at some stage in day time and go back in evening.
Because of its lovely vicinity with the aid of using the facet of river Mahanadi that is a well-known picnic spot for colleges and schools at some stage in iciness season. This isn’t always a secure vicinity for boating or swimming and there are numerous incidents of drowning right here
- Bhattarika Devi History in Hindi
माँ भट्टारिका कटक, ओडिशा के सबसे प्रसिद्ध मंदिरों में से एक है, जो महानदी नदी के तट पर अथागढ़, बडंबा के पास स्थित है। मां भट्टारिका मंदिर नदी के शानदार दृश्य और रत्नागिरी पहाड़ों की सुंदर श्रृंखला से घिरा हुआ है। यहां मां भट्टारिका ने शक्ति (शक्ति पीठ) के प्रदर्शन के रूप में पूजा की। यह रास्ते में छोटे मंदिरों और गुफाओं के साथ पहाड़ों के उच्चतम बिंदु तक एक मिनी ट्रेक की तरह है।
- Bhattarika Devi mantra
- Bhattarika picnic spot
There is a statue of Sri Parasuram who changed into one of the ten Avatars of Lord Vishnu. As in line with Hindu mythology Parasuram prayed goddess Durga right here to defeat Sahasrajuna. The temple exist on the vicinity of look of goddess Durga withinside the call of Bhattarika.
- Bhattarika Temple distance from Bhubaneswar
2 hr 32 min (95.2 km) via Nandankanan Rd and SH 65
- Bhattarika waterfall
Bhattari Temple to Deojhar Waterfall distance 51 min (28.7 km) via SH 65
- Bhattarika Temple view point
Bhattarika Temple view point Because of its lovely vicinity with the aid of using the facet of river Mahanadi that is a well-known picnic spot for colleges and schools at some stage in iciness season. This isn't always a secure vicinity for boating or swimming and there are numerous incidents of drowning right here